Follow us on Facebook

Responsive Ads Here

Wednesday, October 5, 2022

Jyotisha odisha: Expect to know the 12 zodiac signs of women...



  ମେଷରାଷି

ରାଶି ସ୍ତ୍ରୀମାନକଂର ଲକ୍ଷଣ ଫଳ ନିର୍ଣୟ…..

ମେଷରାଶିଜାତ ସ୍ତ୍ରୀକଂ କର୍ମଯଥା…..

ଚଚଂଳମତୀ ସର୍ବକାର୍ଯ୍ଯରେ ବିଚକ୍ଷଣା ଶିଶ୍ଟାଚାରୀଣୀ ଆଚାର ବ୍ଯବହାରରେ ଉତ୍ତମା ଚତୁର ବୁଦ୍ଧୀମତୀ ବିଦ୍ଯାବତୀ ଧନବତୀ ! କର୍ମରେ ନିଷ୍ଠା ଦୟାବତୀ ଦେବତାରେଭକ୍ତି ଉପାସନା ଓ ରୂପଜେମିତି  ଗୁଣ ମଧ୍ଯସେମିତି…..


୨ - 

 ବ୍ରୁଷରାଶି ସ୍ତ୍ରୀ ମାନକଂ ଲକ୍ଷଣ ଫଳ ନିର୍ଣୟ…..

ବ୍ରୁଷ ରାଶିର ସ୍ତ୍ରୀମାନକଂର ଗୁଣକର୍ମଯଥା….

ଧାର୍ମିକା ସୁଲକ୍ଷଣି ଚତୁରତା ଉଦାସିନୀ କଳାବିଦ୍ଯାରେ ପ୍ରେମିକା ସେମାନେ ସବୁକାର୍ଯ୍ଯରେ ବିଚଖ୍ଯଣୀ ଏହିସ୍ତ୍ରୀମାନକଂର ପ୍ରତ୍ଯେକ କାର୍ଯ୍ଯରେ ଲଖ୍ଯ ଥାଏ ପୁରୁଷ ଭଳି କାର୍ଯ୍ଯଖ୍ଯମ ଦେଖାନ୍ତି 

ଏରାଶିର ସ୍ତ୍ରୀ ତ୍ରିଗୁଣରେ ବିଭକ୍ତ ଯଥା… ୩/୨ କ୍ରୁତିକା ନଖ୍ଯତ୍ର ଦନବୀ ଗଣ ଉଗ୍ରମତୀ ଚଚଂଳା ପ୍ରକ୍ରୁତି 

ସବୁଥିରେ ଆଗୁଆା ପୁରୁଷପରି  ପ୍ରବୀଣା 

କଥା ଜେମିତି କାର୍ଯ୍ଯ ସେମିତି….

୪/୨ ରୋହିଣୀ ନକ୍ଷତ୍ର ମାନବୀଗଣ…

ଦେବତା ଆଦିରେ ଭକ୍ତି ନିୟମରେ ବଶିଭୂତା ଏମାନେ….

୫/୨ ମ୍ରୁଗଶିରା ନକ୍ଷତ୍ର ଦେବଗଣ…


ଧାର୍ମିକା ପତିବ୍ରତା ଧୀରାମତୀ ଗୁରୁବ୍ରାହ୍ମଣାରେ ଭକ୍ତି.

ସତ୍ଯପ୍ରତିଷ୍ଠାମତି ଅଳ୍ପ ଆହାରରେ ତ୍ରୁପ୍ତି ଆଚାର ବ୍ଯବହାରେ ଉତ୍ତମା ଅଟନ୍ତି……


ମିଥୁନରାଶି - 

ସ୍ତ୍ରୀ ମାନକଂର ଲକ୍ଷଣ ଫଳ ନିର୍ଣୟ ଯଥା…..

ମିଥୁନରାଶି ସ୍ତ୍ରୀକଂ ଶୁଭାଶୁଭ ଫଳ ଯଥା…

ରୂପବତୀ ଧନବତୀ ବୁଧି ବିଦ୍ଯାରେ ବିଚଖ୍ଯଣା ଚତୁରୀ ଧାର୍ମିକା କଳାବିଦ୍ଯାରେ ପ୍ରେମିକ…

ସର୍ବକର୍ଯ୍ଯରେ ପ୍ରବୀଣ  ଅସ୍ତିରତା ଅମ୍ରୁତହସ୍ତା ଦାନୀ ଅଭିମାନୀ ଦେବତା ଉପାସନୀ ଗୁରୁବ୍ରାହ୍ମଣ ଠାରେ ଭକ୍ତି…

ଏତେ ଗୁଣରେ ଭକ୍ତି ଥିଲେ ମଧ୍ଯ ଅହଂ ଗୁଣ ହେତୁ ଶରୀର ପିଡା ଭୋଗ କରେ ….

ସଥିପାଇଁ ମହାଦେବ ଦର୍ଶନରେ ଆରୋଗ୍ଯ ଲାଭ କରନ୍ତି….

୫/୩ ମ୍ରୁଗଶିରା ନକ୍ଷତ୍ର ଦେବତାଗଣ ନିୟମର ବଶବର୍ତୀ ଧାର୍ମିକ ଅଟନ୍ତି…..

୬/୩ ଆରର୍ଦା ନକ୍ଷତ୍ର ମାନବଗଣ  ଆଚାର ବ୍ଯବହାରରେ ବିଚଖ୍ଯଣା ଅଟନ୍ତି ପତିବ୍ରତା ମଧ୍ଯ….

୭/୩ ପୁନର୍ବସୁ ନକ୍ଷତ୍ର ଦେବତାଗଣ ବହୁ ଆସାଭିଳାସି ପଛବୁଧିଆ ସାମାନ୍ଯତମ ରାଗି ଅଟନ୍ତି……

 

କର୍କଟରାଶି ରାଶି ସ୍ତ୍ରୀମାନକଂର ଲକ୍ଷଣ ଫଳ ନିର୍ଣ୍ଣୟ …..


କର୍କଟରାଶିଜାତ ସ୍ତ୍ରୀକଂ କର୍ମଯଥା

କର୍କଟରାଶିର ସ୍ତ୍ରୀଲୋକମାନେ ପ୍ରାୟତ ଥଣ୍ଡା ମିଜାଂସର ଧିରମତି ମଧ୍ଯ…

ଗଭିର ବୁଦ୍ଧିମତୀ ବିଦ୍ଯାବତି ପୁତ୍ରବତୀ ଆଚାରୀ ଶଷ୍ଠାଚାରୀ ଅମ୍ରୁତ ମଧୁରଭାଷୀ ସହିଷ୍ଣୁତାର ସର୍ବକାର୍ଯ୍ଯରେ ବିଚକ୍ଷଣା ଦେବତା ଉପାସନୀ ଗୁରୁ ବ୍ରାହ୍ମଣ ଠାରେ ଭକ୍ତି ।

କଳାବିଦ୍ଯାରେ ପ୍ରେମିକା ।

ସବୁକାର୍ଯ୍ଯରେ ଲକ୍ଷ୍ଯଥାଏ..

ପରିବାରକୁ ଚଳାଚଳ କରିବାରେ କ୍ଷମତାଥାଏ।

ଏତେଗୁଣ ଥିଲେ ମଧ୍ଯ ଶରିର ପିଡା ସହିତ ଦାରୁଣ ଦୁଖ ଭୋଗକରି । ମୁଣ୍ଡବ୍ୟଥା ଥଣ୍ଡାକାଶ ଶ୍ବାସ ପ୍ରଭୁତି ଲାଗିରହିଥାଏ । ସେଥିପାଇଁ ତୁଳସୀ ପତ୍ରରସ ସହିତ ଜଗନ୍ନାଥ ନିର୍ମାଲ୍ଯ ଓ ମହୁ  ମିଶାଇ ପ୍ରତିଦିନ ସେବନକଲେ ଆରୋଗ୍ଯ  ଲାଭହୁଏ। ସ୍ତ୍ରୀ ତ୍ରୀଗୁଣରେ ବିଭକ୍ତ ଯଥା- 7/4 - ପୁନର୍ବସୁ ନକ୍ଷତ୍ରମାନେ ଦେବଗଣ ଏମାନେ ଦେବକାର୍ଯ୍ୟ ଉଶ୍ଚାହୀ ।

8/4 - ପୁଷ୍ଯା ନକ୍ଷତ୍ର ମାନବଗଣ ଏମାନେ କର୍ମଠ କ୍ରୄପଣ ଲୋଭୀ । 9/4 - ଅଶ୍ଳେଷା ନକ୍ଷତ୍ର ଦାନବଗଣ ଏମାନେ ଉଗ୍ରମତୀ ଅୟେଷ ଯୁକ୍ତ ଆୟ ଅପେକ୍ଷା ବ୍ଯୟବେଶୀ କରନ୍ତୀ ବ୍ଯାୟୀ।……..


MAHAVEERASTROLOGY@GMAIL.COM 


 5 - 

 ସିଂହରାଶିର ସ୍ତ୍ରୀ ମାନକଂ ଲକ୍ଷ୍ଯଣ ଫଳ ନିର୍ଣ୍ଣୟ …..

 ସିଂହଶିରର ସ୍ତ୍ରୀମାନକଂର ଗୁଣକର୍ମଯଥା….

ସିଂହ ରାଶିର ସ୍ତ୍ରୀଲୋକମାନେ ତେଜ ରୂପବତୀ ଧନବତୀ ସନ୍ତାନବତୀ ବୁଦ୍ଧିମତୀ ବିଦ୍ଯାବତୀ ଧାର୍ମିକା ଚତୁରତା ମଧ୍ଯ।

ସର୍ବ  କାର୍ଯ୍ଯରେ ବିଚକ୍ଷଣା ଥିଲେ ମଧ୍ଯ କ୍ରୋଧାନ୍ବିତ ଅଂହଗୁଣ ହିଟ୍ ମିଜାଂସର ଓ ସର୍ବଦା ଟେନ୍ସନ ଅବସ୍ତାରେ ଥାନ୍ତି ।

ଯାହାର  ହ୍ରୄଦୟରେ ତମଗୁଣଥାଏ -

ସେ ପ୍ରାଣୀର ନରକ ଲକ୍ଷଣ ଅର୍ଥାତ ..

ସିଂହରାଶି ସ୍ତ୍ରୀ ମାନେ ଶରୀର ଅପିଡାସହିତ ଦାରୁଣ ଦୁଃଖ ଭୋଗକରନ୍ତି ।

10/5 ମଘା ନକ୍ଷତ୍ର ଦାନବଗଣ ଏହାଙ୍କର ଗୁଣ ଧର୍ମ କର୍ମ ଅଲଗା ପରି ଜଣାଯିବ ।

11/5 ପୂର୍ବାହ୍ନ ଫାଲ୍ଗୁନୀ ନକ୍ଷତ୍ର ମାନବଗଣ

ଓ 12/5 ଉତ୍ତରା ଫାଲଗୁନୀ ନକ୍ଷତ୍ର ମାନବଗଣ ଧୀରମତୀ ଗଭିରବୁଧି କିନ୍ତୁ,

ମନ୍ଦବୁଧି ନଥାଏ । ତଥାପି ଏମାନେ ବଦ୍ ରାଗୀ କ୍ଷଣ କୋପର….


କନ୍ଯାରାଶିର ସ୍ତ୍ରୀମାନକଂର ଲକ୍ଷ୍ଯଣ ଫଳ ନିର୍ଣ୍ଣୟ …..


କନ୍ଯାରାଶିଜାତ ସ୍ତ୍ରୀକଂ କର୍ମଯଥା

କନ୍ଯା ରାଶିର  ସ୍ତ୍ରୀଲୋକ ଅତ୍ଯନ୍ତ ମାୟାବତୀ, 

ମୋହିନୀରୂପେ ନାରୀମାନେ, ମିଳନ୍ତି ସମସ୍ତଙ୍କ ସହିତ। ଏହି ନାରୀ ତା ,ର ସ୍ବାମୀଙ୍କୁ ବଶୀଭୂତା 

କରି ନିଜର ଅଧିନସ୍ଥ କରିନିଏ ଏବଂ ସ୍ବାମୀ  ସ୍ତ୍ରୀବଶା ମାନବ ହୁଏ ଓ ବୁଦ୍ଧୀମତୀ ଓ ବିଚକ୍ଷଣା ଅଟନ୍ତି ।

12/6 ଉତ୍ତରା ଫାଲଗୁନୀ ନକ୍ଷତ୍ର ମାନବଗଣ, 

13/6 ହସ୍ତା  ନକ୍ଷତ୍ର ଦେବଗଣ,

14/6 ଚିତ୍ରା  ନକ୍ଷତ୍ର ରାକ୍ଷଶଗଣ ,

ଏମାନେ ସାଧାରଣତ ନିଜ  ସ୍ବାମୀଙ୍କୁ ନିଜ ଅଧୀନରେ ରକ୍ଷାକାରୀ ପସନ୍ଦ କରନ୍ତୀ ।


ତୁୁଳାରାଶିର ସ୍ତ୍ରୀମାନକଂର ଲକ୍ଷ୍ଯଣ ଫଳ ନିର୍ଣ୍ଣୟ …..


ତୁୁଳାରାଶିଜାତ ସ୍ତ୍ରୀକଂ କର୍ମଯଥା


ତୁଳା ରାଶିର ସ୍ତ୍ରୀଲୋୋଙ୍କ କର୍ମଜୀବନ ବିନା ପରିଶ୍ରମରେ ଲାଭ ଅଧିକ କରନ୍ତି । ଏମାନେ ଚତୁର ବୁଦ୍ଧିମତୀ ଧନବତୀ ବିଦ୍ଯାବତୀ ରୂପ ଗୁଣବତୀ ଏବଂ ସବୁ କାର୍ଯ୍ଯରେ ଲକ୍ଷ୍ଯ ଥାଏ ଓ ସବୁକାର୍ଯ୍ୟ ପୂର୍ଣ୍ଣକରି । ତତାପି ଏମାନଙ୍କର  ମୁଣ୍ଡ ଘୁରିଥାଏ ତଥାପି ଏମାନେ ମାନସିକ ପରିଶ୍ରମ ଏବଂ ଶାରୀରିକ ପରିଶ୍ରମ କରି ଭାଗ୍ଯବତୀ ହୁଅନ୍ତି। ଚତୃର୍ଗୁଣା ହେଲେମଧ୍ୟ ଶରୀର କ୍ଳେଶ ଗୋଡ଼ହାତ ବିନ୍ଧା ସହିତ ସମୟେ  ସମୟେ ମହାଦୁଃଖ ଭୋଗକରନ୍ତି। ଏମାନଙ୍କର ନକ୍ଷତ୍ର ତିନିପ୍ରକାରର - 

14/7 ଚିତ୍ରା ନକ୍ଷତ୍ର ରାକ୍ଷଶଗଣ 

15/7 ସ୍ବାତୀ ନକ୍ଷତ୍ର ଦେବଗଣ 

16/7 ବିଶାଖା ନକ୍ଷତ୍ର ରାକ୍ଷଶଗଣ 

ଚିତ୍ରା ନକ୍ଷତ୍ର ନାରୀ ଉଗ୍ରମତୀ ସ୍ବାତୀ ନକ୍ଷତ୍ର ନାରୀ ଧୀରମତୀ ବିଶାଖା ନକ୍ଷତ୍ର ନାରୀ ନାନାମତୀ କ୍ରୋଧାନ୍ବିତା ସର୍ବଦା  ଟେନ୍ସନ ଅବସ୍ତାରେ ଥାଆନ୍ତି। ଏରାଶିର ନାରୀ ଅତ୍ଯନ୍ତ ଜଞାଳିକ ହେଲେମଧ୍ୟ ଦେବନୃତ୍ୟମ ହେଲାପରି ନାହିଁ। ଏମାନଙ୍କର ଉପାସନା ବ୍ରତଧାରୀ ଏମାନେ କରନ୍ତି। ଏମାନଙ୍କର ଉପର ପଣିଆଁ ପାଇଁ ଗୃହ ଶତ୍ରୃ ଗ୍ଯାନ୍ତିଶତ୍ରୃ ଭାତ୍ରୃଶତ୍ରୃ ପରିବାର ଶତ୍ରୁ ଶ୍ରେଷ୍ଟ ହୁଅନ୍ତି। 


ବିିଛାରାଶିର ସ୍ତ୍ରୀମାନକଂର ଲକ୍ଷଣ ଫଳ ନିର୍ଣୟ…..


ବିିଛାରାଶି ଜାତ ସ୍ତ୍ରୀକଂ ନକ୍ଷତ୍ର ତିନିପ୍ରକାରର ଯଥା…

16/8 ବିଶାଖା ନକ୍ଷତ୍ର ରାକ୍ଷଶଗଣ, ଏମାନଙ୍କର ଶରୀରରେ ତେଜଥାଏ, ଏମାନେ ରୂପସୀ ଏମାନେ ତମଗୁଣୀ ଆତ୍ମଭିମାନୀ ତଥାପି ଏମାନେ ପରିଶ୍ରମି କର୍ମଠ ଏମାନେ ବହୁତ ଚଞ୍ଚଳାମତୀ କେତେଜଣଙ୍କର ବହୁତ ଭାଗ୍ୟବତୀ ହୋଇଥାଏ। 

17/8 ଅନୁରାଧା ନକ୍ଷତ୍ର ଦେବଗଣ,ଏମାନେ ଧୀରାମତୀ ଏମାନେ ଦେବତା ବ୍ରାହ୍ମଣ ଠାରେ ଭକ୍ତି ସର୍ବଦା ସମ୍ପର୍ଣ୍ଣା ଏମାନେ ସର୍ବଗୁଣ ସମ୍ପୂର୍ଣ୍ଣା ପରିଶ୍ରମୀ ମଧ୍ଯ ।

18/8 ଜ୍ୟେଷ୍ଠା ନକ୍ଷତ୍ର ରାକ୍ଷଶଗଣ, ଏମାନେ ଉଗ୍ର ସ୍ବଭାବର କର୍ମରେ ତତ୍ତ୍ବପର ବିଦ୍ଯାବତୀ  ଧର୍ମମତର ଚତୁରୀ ଏମାନଙ୍କର ଅଳ୍ପ ପରିଶ୍ରମରେ ବେଶୀ କାର୍ଯ୍ଯ କରୀବାର କଳା ଓଧମାନଙ୍କୁ ଜଣା । ଏହି ରାଶିର ତିନିପ୍ରକାରର ନକ୍ଷତ୍ରର ତିନି ପ୍ରକାର କାର୍ଯ୍ୟ କରନ୍ତି। ସାଧାରଣତଃ ବିଛାରାଶିର ସ୍ତ୍ରୀ ଲୋକମାନେ ସୋଭାବରେ ଭଲ ହୋଇଥାନ୍ତି। ପ୍ରାୟତ ଏମାନଙ୍କର ଶରିର ଭଲ ରହେନାହିଁ। 



ଧନୁରାଶିର ସ୍ତ୍ରୀମାନକଂର ଲକ୍ଷଣ ଫଳ ନିର୍ଣୟ…..


ଧନୁରାଶି ଜାତ ସ୍ତ୍ରୀକଂ ନକ୍ଷତ୍ର ତିନିପ୍ରକାରର ଯଥା…

19/9 ମୂଳା ନକ୍ଷତ୍ର ରାକ୍ଷଶଗଣ, 

20/9 ପୂର୍ବାଷାଢା ନକ୍ଷତ୍ର ମାନବଗଣ,

21/9 ଉତ୍ତରାଷାଢ଼ା ନକ୍ଷତ୍ର ମାନବଗଣ ,

ଧନୁରାଶିର ସ୍ତ୍ରୀମାନେ ପୁରୁଷ ଭଳି କାର୍ଯ୍ଯକ୍ରମ ହୁଅନ୍ତି । ଏମାନେ  ଚତୁରୀ ବୁଧୀମତୀ ଧନବତୀ ବିଦ୍ଯାବତୀ ଧାର୍ମିକା କଳାବିଦ୍ଯାରେ ପ୍ରୀୟତା। ଗ୍ରୃହକାର୍ଯ୍ଯରେ ନିପୁଣା ରୂପସୀ ନ୍ଯାୟଧର୍ମରେ ରତ ଏବଂ ସର୍ବକାର୍ଯ୍ଯରେ ଏମାନଙ୍କର ଲକ୍ଷଥାଏ। କମ୍ ପରିଶ୍ରମରେ ଏମାନେ ଅଧୀକ ଲାଭବାନ ହୁଅନ୍ତି। ଏମାନେ ମୋହିନ କନ୍ଯା ଶଦ୍ରୃଶ ସମସ୍ତଙ୍କୁ ବଶୀଭୂତା କରିପାରନ୍ତି। ଏତେଗୁଣରେ ଉଚ ଥିଲେ ମଧ୍ୟ ଏମାନଙ୍କର ପ୍ରାୟସମୟରେ ଶରୀର ପୀଡା ସହିତ କେହି କେହି ଦାରୁଣ ଦୁଃଖ ଭୋଗକରନ୍ତି। ତଥାପି  ଏମାନଙ୍କର ନକ୍ଷତ୍ର ନୁୁସାରେ ଭିନ୍ନ ଭିନ୍ନ ଫଳ ଭୋଗକରନ୍ତି। ଏମାନଙ୍କର ଜନ୍ମ ନକ୍ଷତ୍ର ଫଳ ନେଇ କେହି କେହି ସୌଭାଗୀନ ହୁଅନ୍ତି। ବାକି କେତେଜଣଙ୍କର ସୋଭାବ ଦୁଷ୍ଟା ଚରିତ୍ରହୀନା ହୋଇଥାନ୍ତି। 


ମକରରାଶି ସ୍ତ୍ରୀମାନକଂର ଲକ୍ଷ

ଣ ଫଳ ନିର୍ଣୟ…..


ମକରରାଶି ଜାତ ସ୍ତ୍ରୀକଂ ନକ୍ଷତ୍ର ତିନିପ୍ରକାରର ଯଥା…

21/10 ଉତ୍ତରାଷାଢ଼ା ନକ୍ଷତ୍ର ମାନବଗଣ, 

22/10 ଶ୍ରବଣା ନକ୍ଷତ୍ର ଦେବଗଣ,

23/10 ଧନିଷ୍ଠା ନକ୍ଷତ୍ର ରାକ୍ଷଶଗଣ ,

ମକରରାଶି ସ୍ତ୍ରୀଲୋକମାନେ ଅତ୍ଯନ୍ତ ବୁଦ୍ଧୀମତୀ। ସବୁଥୀରେ ଲକ୍ଷଥାଏ। ଏମାନେ ଜଟିଳ କାର୍ଯ୍ଯକୁ ଅତି ସହରରେ ତୁଲେଇ ନିଅନ୍ତି। ଏମାନେ ମାନସିକ ପରିଶ୍ରମ ଠାରୁ ଶାରୀରିକ ପରିଶ୍ରମ ବେଶୀ କରନ୍ତି। ଏମାନେ ପ୍ରାୟତ ରାଗ ରୂଷା ଅଭିମାନ କରନ୍ତି। ଏମାନେ ପ୍ରାୟତ ପେଟରୋଗରେ ପୀଡାପାଆନ୍ତି। ତଥାପି ଏମାନେ ଧାର୍ମିକ ସୁଲକ୍ଷଣୀ ଉଚ ମନା। ଏମାନେ ଗୃହର ଉନ୍ନତୀକରଣ ପାଇଁ ବହୁତ ଉପାୟ ଚେଷ୍ଟାରେ ସଫଳ ହୁଅନ୍ତି। ବୁଦ୍ଧୀ ବିଦ୍ଯାରେ ଏମାନେ ପାରଙ୍ଗମ, ତତାପି ଏମାାଙ୍କ ଭିତରେ ସ୍ତ୍ରୀ ଦୁଇ ପ୍ରକାରର ଥାଆନ୍ତି ସୁଲକ୍ଷଣୀ ଏବଂ ଦୁଲକ୍ଷଣୀ।


କୁୁମ୍ଭରାଶିର ସ୍ତ୍ରୀମାନକଂର ଲକ୍ଷଣ ଫଳ ନିର୍ଣୟ…..


କୁୁମ୍ଭରାଶି ଜାତ ସ୍ତ୍ରୀକଂ ନକ୍ଷତ୍ର ତିନିପ୍ରକାରର ଯଥା…


23/11 ଧନିଷ୍ଠା ନକ୍ଷତ୍ର ରାକ୍ଷଶଗଣ, 

24/11 ଶତଭିଷା ନକ୍ଷତ୍ର ରାକ୍ଷଶଗଣ,

25/11 ପୂର୍ବ ଭାଦ୍ରପଦ ନକ୍ଷତ୍ର ମାନବଗଣ ,

କୁମ୍ଭ ରାଶିର ସ୍ତ୍ରୀଲୋକ ମାନେ ଅତ୍ଯନ୍ତ ବୁଦ୍ଧିମାନ ଚତୁର ସର୍ବ କାର୍ଯ୍ଯରେ ନିପୁଣ। ଏମାନେ ସମସ୍ତଙ୍କର ମନକୁ ପାଇବାଭଳି କାର୍ଯ୍ଯ କରନ୍ତି । ଏମାନେ ସୁନ୍ଦରୀ ଏମାନେ ରୂପରେ ଜେମିତି ଗୁଣରେ ସେମିତି। ଐଶ୍ବର୍ଯ୍ଯଶାଳିନି ଭାଗ୍ଯବତୀ ଏମାନଙ୍କର ମୁଣ୍ଡ କମ୍ପୁଟର ଭଳିଆ କାମକରେ। କିନ୍ତୁ ଏମାନେ ଜଞାଳିକା ଚଚଂଳମତି। ଏମାନଙ୍କର ଯେପର୍ଯ୍ୟନ୍ତ କାର୍ଯ୍ଯ ଶେଷ ନହୋଇଚ୍ଛି ସେପର୍ଯ୍ୟନ୍ତ ଏମାନେ କଦାପି ପଚ୍ଛଘୁଚାଂ ହୁଅନ୍ତି ନାହିଁ। ଏମାନେ କମ୍ ପରିଶ୍ରମରେ ଅଧିକ ଲାଭ ଦେଖାନ୍ତି। ଏମାନେ ବହୁତ କଳ୍ପନାବାଦୀ। ଏତେ ଲକ୍ଷଣ ଥିଲେ ମଧ୍ଯ ଏମାନଙ୍କର ପ୍ରାୟତ ଶରୀର ପୀଡା ହୁଏ। ଏମାନେ ପ୍ରାୟତ ରୁଣ କରିଥାଆନ୍ତି। ଏମାନେ ଅନ୍ୟକୁ ଦେଖାଇଲା ଭଳିଆ ଦାନଧର୍ମ କରନ୍ତି। କର୍ମନେଇ ନାରୀମାନେ ସାଧାରଣତ ଦୁଇ ପ୍ରକାରର ଥାଆନ୍ତି  - ସୁଲକ୍ଷଣାନାରୀ ଓ ଦୁଲକ୍ଷଣା ନାରୀ।


ମୀନରାଶି ସ୍ତ୍ରୀମାନକଂର ଲକ୍ଷଣ ଫଳ ନିର୍ଣୟ…..


ମୀନରାଶି ଜାତ ସ୍ତ୍ରୀକଂ ନକ୍ଷତ୍ର ତିନିପ୍ରକାରର ଯଥା…

25/12 ପୂର୍ବା ଭାଦ୍ରପଦ ନକ୍ଷତ୍ର ମାନବଗଣ, 

26/12 ଉତ୍ତରା ଭାଦ୍ରପଦ ନକ୍ଷତ୍ର ମାନବଗଣ, 

27/12 ରେବତୀ ନକ୍ଷତ୍ର ଦେବଗଣ, 

ମୀନ ରାଶିର ସ୍ତ୍ରୀଲୋକ ମାନେ ସାଧାରଣତ ଲକ୍ଷ୍ମୀ ସଦୃଶ। ଏମାନେ ସବୁକାର୍ଯ୍ୟରେ ଧୂର୍ତ୍ତ। ଏମାନେ ସଦାସର୍ବଦା ଗୁରୁ ବ୍ରାହ୍ମଣରେ ଏବଂ ଦେବାଦେବୀଙ୍କ ପାଖରେ ଭକ୍ତିଭାବ ରଖନ୍ତି। ଏମାନେ ସୁଲକ୍ଷଣୀ କେହିକେହି ଗେଡୀ ହୋଇଥାନ୍ତି। ଏମାନଙ୍କର ପରିବାରରେ ଦ୍ବନ୍ଦ୍ବ ଲାଗିରହିଥାଏ। 






No comments:

Post a Comment