Follow us on Facebook

Responsive Ads Here

Monday, October 17, 2022

Surya parag october 25 2022 odia |ସୂର୍ଯ୍ୟ ପରାଗ 25 October 2022| Surjya paraga 2022 odia|solar eclipse 2022 odia

 

         ଓଁ ଗଣେଶାୟ ନମଃ



ଏଠାରେ ବିବାହ,ବ୍ରତ୍ତ, ଲଗ୍ନ ନିରୂପଣ, ଗୃହ ପ୍ରତିଷ୍ଠା, ବାସ୍ତୁପୂଜା,ଗୃୃହର ପ୍ଳାନ,ଜାତକ ତିଆରି,ବିବାହ ମେଳକ,ଗ୍ରହ ଦଶାଫଳ ବିଚାର, ରୁଦ୍ରାଭିଷେକ,ପୂଜା ପଦ୍ଦତି ଦ୍ବାରା ପ୍ରତିକାର, ତନ୍ତ୍ର ପୂଜାଦ୍ବାରା ସମସ୍ୟାର ସମାଧାନ,ରତ୍ନ ପଥରଦ୍ବାରା ସମସ୍ଯାର ସମାଧାନ କରାଯାଏ, ପାରିବାରିକ କଳହର ସମାଧାନ,


ଯୋଗାଯଗ- ମହାବୀର ଜ୍ଯୋତିଷ କାର୍ଯାଳୟ

      ପଣ୍ଡିତ ନିରାକାର ବିଶ୍ବାଳ

ଏମ୍ ଏ - 57, ଜିଜିପି କଲୋନୀ,

ରସୁଲଗଡ,ଭୁବନେଶ୍ବର - 25

ମୋ - 9438804434 (P)

        7978654981 (O)


 


ଆସନ୍ତା 25:10:2022 ରିଖ,  କାର୍ତ୍ତିକ ମାସ ଅମାବାସ୍ୟା ମଙ୍ଗଳବାର ଦିନ,  ସମ୍ପୂର୍ଣ୍ଣ କେତୁଗ୍ରସ୍ଥ ସୂର୍ଯ୍ୟପରାଗ ହେବ। ଏଣୁ ଏହା ସମ୍ପୂର୍ଣ୍ଣ  ଗ୍ରାସ କେତୁଗ୍ରସ୍ଥ ସୂର୍ଯ୍ୟପରାଗ ହେବ। ଏହା ଓଡିିଶା ସମେତ ସମ୍ପୂର୍ଣ୍ଣ ଭାରତ ବର୍ଷକୁ ଦ୍ରୃଶ୍ଯ ମାନ ହେବ, ସେଥିପାଇଁ ଏହା ସମ୍ପୂର୍ଣ୍ଣ ପାଳନୀୟ ହେବ। ଗ୍ରହଣ ଷ୍ପର୍ଶ ରାତ୍ର ଘ.02:28 ମି.ରୁ ଆରମ୍ଭ, ଗ୍ରହଣ ମୋକ୍ଷ ସଂନ୍ଧ୍ଯା- ଘ.06:32 ମି.,ତେଣୁ ତା. 24:10:2022 ରିଖ ରାତ୍ରି ଘ.02:28 ମି.ରୁ ଦେବନୀତି ନିଷେଧ ଓ ପାକତ୍ଯାଗ ସୂର୍ଯ୍ୟପରାଗ ଶେଷ ପର୍ଯ୍ୟନ୍ତ ଅର୍ଥାତ ତା. 25:10:2022 ରିଖ ସଂନ୍ଧ୍ଯା ଘ.06:32ମି. ପର୍ଯ୍ୟନ୍ତ, ତାପରେ ଶୁଦ୍ଧ ସ୍ନାନ ସାରି ଦେବନୀତି ଆରମ୍ଭ କରିବେ। 

 ରିଖ ରାତ୍ରି ଘ.02:28 ମି.ରୁ ଦେବନୀତି ନିଷେଧ ଓ ପାକତ୍ଯାଗ ସୂର୍ଯ୍ୟପରାଗ ଶେଷ ପର୍ଯ୍ୟନ୍ତ ଅର୍ଥାତ ତା 25:10:2022 ରିଖ ସଂନ୍ଧ୍ଯା ଘ.06:32ମି. ପର୍ଯ୍ୟନ୍ତ, ତାପରେ ଶୁଦ୍ଧ ସ୍ନାନ ସାରି ଦେବନୀତି ଆରମ୍ଭ କରିବେ। 



No comments:

Post a Comment