Follow us on Facebook

Responsive Ads Here

Wednesday, December 14, 2022

ଏହି 3 ରାଶି 2023 ରେ ପ୍ରକୃତରେ ଭାଗ୍ୟବାନ ହେଉଛନ୍ତି |

 Mahaveer Astrology

Pandit Nirakar Biswal

Plot No - MA 57, 

GGP Colony,

Rasulgarh,

Bhubaneswar 25,

Odisha,

Mob no 7978654981

              9438804434

୨୦୨୩ ଏହିସବୁ ରାଶି ମାନଙ୍କ ପାଇଁ… ହେବ ଅତ୍ୟନ୍ତ ଭାଗ୍ୟଶାଳୀ ,

ଉନ୍ନତି ଏବଂ ଧନ ଲାଭର ଖୋଲିବ ଅନେେ ମାର୍ଗ…..


ପ୍ରତ୍ୟେକ ବ୍ୟକ୍ତିଙ୍କୁ ନୂଆ ବର୍ଷର ଆଗମନର ବେଶ ଆଗ୍ରହ ଏବଂ ଅନେକ ଆକାଖ୍ଯାଂ ମନରେ ରହିଥାଏ । ନୂଆ ବର୍ଷ ଆସିଲେ ଲୋକଙ୍କ ମନରେ ନୂଆ ଆଶା ଏବଂ ଉଦ୍ଦୀପନା ଖେଳିଯାଏ । ଅତୀତ ବର୍ଷର ଖରାପ ଅନୁଭୂତିକୁ ଭୁଲି ସମସ୍ତେ ଏକ ନୂଆ ପ୍ରାରମ୍ଭ କରିବାକୁ ଇଚ୍ଛୁକ ହୁଅନ୍ତି ଏବଂ ନୂତନ ବର୍ଷକୁ ସୁଖସମୃଦ୍ଧି ପ୍ରତି ଆକର୍ଷିତ ହୋଇଥାନ୍ତି । ପ୍ରତ୍ଯେକ ମନୁଷ୍ୟର ଜନ୍ମ ଜାତକରେ ଗ୍ରହ ନକ୍ଷତ୍ରଗୁଡିକର ଚଳନ କାରଣରୁ ଏବର୍ଷ  2023 ବର୍ଷଟି କିଛି ରାଶି ପାଇଁ ବହୁତ ଶୁଭ କିଛି ରାଶିପାଇଁ ଅଶୁଭ ହେବାକୁ ଯାଉଛି । ତାଛଡା କିଛି ରାଶିର ଭାଗ୍ୟ ସମ୍ପୂର୍ଣ୍ଣ ରୂୂପରେ ବଦଳିବାକୁ ଯାଉଛି । କେଉଁ ରାଶିର ଶୁଭ ଆମେ ଏହି ଲେଖା ମାଧ୍ୟମରେ କହିବାକୁ ଯାଉଛୁ । 

ମିଥୁନ ରାଶି :-

2023 ବର୍ଷଟି ମିଥୁନ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭ ଦାୟକ ଏବଂ ଲାଭଦାୟକ ପ୍ରମାଣିତ ହେବାକୁ ଯାଉଛି । ଏହି ରାଶିର ଲୋକ ମାନଙ୍କର ସମସ୍ତ ଅସୁବିଧାର ସମାପ୍ତ ହେବସହ ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ। ବର୍ଷସାରା ନୂତନ ସୁଯୋଗର ଉପଲବ୍ଧ ମଧ୍ଯ ହେବ । ଏହି ବର୍ଷ ଆପଣଙ୍କର ଶନୀଙ୍କ ପ୍ରଭାବରୁ ସମ୍ପୂର୍ଣ୍ଣ ମୁକ୍ତ ହେବାକୁ ଯାଉଛନ୍ତି । ବୃହସ୍ପତି ଉଚ୍ଚ ଥିବାରୁ ଆପଣଙ୍କ ଲାଭ ସ୍ଥିତିକୁ ପ୍ରଭାବିତ କରିବା ସହ ସମୟେ ସମୟେ କଛି ବାଧା 

ଭଲ ପ୍ରଦର୍ଶନ କରିବେ ଏବଂ ପଦୋନ୍ନତିର ଯୋଗ ମଧ୍ୟ ରହିଛି । ବ୍ୟବସାୟରେ ଉନ୍ନତି ହେବ । ଆପଣଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇବ ଯେଉଁ କାରଣରୁ ଚଳିତ ବର୍ଷ ଆପଣ ଅତି କଷ୍ଟଦାୟକ କାର୍ଯ୍ୟ କରିବାକୁ ସକ୍ଷମ ହେବେ । ସ୍ୱାସ୍ଥ୍ୟ ଭଲ ରହିବ ଏବଂ ପରିବାରରେ ସମୃଦ୍ଧି ପ୍ରାପ୍ତ ହେବ ।


ତୁଳାରାଶି :-


ଏବର୍ଷ ତୁଳା ରାଶିର ଲୋକମାନଙ୍କ ପାଇଁ ନୂଆ ପ୍ରଗତିର ନୂଆ ଦ୍ୱାର ନେଇ ଆଗମନ କରିବ । ପ୍ରତ୍ୟେକ ବ୍ଯକ୍ତିର ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଏବଂ ଖ୍ୟାତି ଅର୍ଜନ ହେବ । ଏହା ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମାପ୍ତ କରି  ଏହି ବର୍ଷ ଆପଣଙ୍କ ଜୀବନରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେବାକୁ ଯାଉଛି । ଏବର୍ଷ ଯେକୌଣସିବି କାର୍ଯ୍ୟରେ ହାତ ଦେଲେ ମଧ୍ଯ ତାହାଙ୍କୁ ସଂପୂର୍ଣ୍ଣ କରିବାକୁ ସକ୍ଷମ ହେବେ । ୨୦୨୩ ବର୍ଷ ଆରମ୍ଭରେ ଦାମୀ ସମ୍ପତ୍ତି କିଣିବାରେ ସଫଳ ଯୋଗ ରହିଛି ।ଏ ବର୍ଷ ଧନ ସମ୍ପତ୍ତିରେ ଆପଣଙ୍କର ବୃଦ୍ଧି ହେବ ।

ଏହି ବର୍ଷ ପ୍ରେମ ଜୀବନ ଏବଂ ବୈବାହିକ ଜୀବନ ପାଇଁ ଅତ୍ୟନ୍ତ ପ୍ରଭାବୀ ଆପଣ ରହିବେ , ଯେକୌଣସିବି ସମସ୍ୟାର ଏ ବର୍ଷ ସମାଧାନ ହୋଇଯିବ ।ଆପଣଙ୍କର ଚାକିରିରେ ପରିବର୍ତ୍ତନ ଏ ବର୍ଷ ହୋଇପାରେ। ଏ ବର୍ଷ ଦରମାରେ ବୃଦ୍ଧି ମଧ୍ୟ ହୋଇପାରେ । ପ୍ରତିଯୋଗିତା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ବିଦ୍ୟାର୍ଥୀଙ୍କ ପାଇଁ ଜୁଲାଇରୁ ଅକ୍ଟୋବର ମଧ୍ୟରେ ସମୟ ଅତ୍ୟନ୍ତ ଶୁଭ ରହିବ ଏବଂ ଆପଣ ସଫଳତା ପାଇବେ । ଆପଣ ବ୍ୟବସାୟକୁ ବିସ୍ତାର କରିବାରେ ଏ ବର୍ଷ ଭଲ ସୁଯୋଗ ପ୍ରାପ୍ତ ହେବ । ସ୍ୱାସ୍ଥ୍ୟକ୍ଷେତ୍ର ଏବଂ ଧନ ଲାଭ ଦୃଷ୍ଟିରୁ ଏହି ବର୍ଷ ଅତ୍ୟନ୍ତ ଅନୁକୂଳ ରହିବ ।


ବିଛାରାଶି :-


ବିଛା ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ୨୦୨୩ ବର୍ଷଟି ଅତ୍ୟନ୍ତ ସୁଖ , ସମୃଦ୍ଧି ନେଇ ଆସିବ । ଏହି ବର୍ଷ ଏହି ରାଶିର ବ୍ୟକ୍ତିଙ୍କର ସମସ୍ତ ସ୍ୱପ୍ନ ପୂରଣ ହେବ । ବର୍ଷସାରା ତୁୁଳାରାଶିଜାତ ବ୍ଯକ୍ତିର ବିଶେଷ ଲାଭ ପ୍ରାପ୍ତ ହେବ । ଏମାନଙ୍କୁ ଏବର୍ଷ ମାତା ଲକ୍ଷ୍ମୀଙ୍କ ବିଶେଷ କୃପା ପ୍ରାପ୍ତ ହେବ ଯୋଗରହିଛି । ସରକାରୀ ଚାକିରି ସନ୍ଧାନରେ ଥିବା ବ୍ୟକ୍ତିଙ୍କର ଅପେକ୍ଷାର ଅନ୍ତ ଘଟିବ । ଏହାବ୍ୟତୀତ ଚାକିରି କରୁଥିବା ବ୍ୟକ୍ତିଙ୍କର ପଦୋନ୍ନତି ହେବ । ଘର କିମ୍ବା ଜମି କିଣିବାର ସ୍ୱପ୍ନ ମଧ୍ୟ ପୂରଣ ହୋଇପାରେ । ବ୍ୟବସାୟରେ ଲାଭ ହେବ । ବ୍ୟବସାୟରେ ନୂତନ ପୁଞ୍ଜି ବିନିଯୋଗ ଏବଂ ବ୍ୟବସାୟ କ୍ଷେତ୍ରରେ ବିସ୍ତାର ହେବ । ପାରିବାରିକ ଜୀବନ ସୁଖମୟ ରହିବ ଏବଂ ସ୍ୱାସ୍ଥ୍ୟରେ ସୁଧାର ଆସିବା ସହିତ ନୂତନ ବନ୍ଧୁ ପ୍ରାପ୍ତିର ଯୋଗ ରହିଛି। 


ମକରରାଶି :-


ଆସନ୍ତା ବର୍ଷଟି ମକର ରାଶିର ଲୋକଙ୍କ ମାନକୁଂ ପାଇଁ ସମସ୍ତ ପ୍ରକାର ସୁଖ ନେଇ ଆସିବ । ୨୦୨୩ ବର୍ଷଟି ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ମକର ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ସୁଖ ସମ୍ମାନ , ଖ୍ୟାତି ଏବଂ ଧନରେ ଉନ୍ନତି ହେବ । ଏହି ବର୍ଷ ଆପଣ ସମ୍ପତ୍ତିରେ ବିନିଯୋଗ କରିବାର ଭଲ ସମୟ ରହିଛି । ଚାକିରି ଦୃଷ୍ଟିରୁ ଏବର୍ଷଟି ଆପଣଙ୍କ ପାଇଁ ଭଲ ରହିବ । ଏବର୍ଷ ଆପଣଙ୍କର ବୈବାହିକ ଜୀବନରେ ସୁଖମୟ ରହିବ । ଯେଉଁମାନେ ବ୍ୟବସାୟ ସହିତ ଜଡିତ, ସେମାନଙ୍କ ପାଇଁ ଏହି ବର୍ଷ ସେମାନେ ସେମାନଙ୍କର ବ୍ୟବସାୟକୁ ଆଗକୁ ବଢ଼ାଇବାକୁ ବଢେଇବା ପାଇଁ ଅନେକ ସୁଯୋଗ ପାଇବେ ।

No comments:

Post a Comment