ମକରରାଶି:-
ଇଂରାଜୀ ନବବର୍ଷ ୨୦୨୩ କେମିତି କଟିବ ସମସ୍ତ ମକର ରାଶିରେ ଜନ୍ମିତ ବ୍ଯକ୍ତିମାନଙ୍କର, କଣ କହୁଛି ମକର ରାଶିର ଗ୍ରହ ନକ୍ଷତ୍ର ଓ ଗୋଚର ନୁସାରେ ବାର୍ଷିକ ଫଳ….…
୨୦୨୩ରେ କେମିତି କରିବେ ସମସ୍ତ ଅଶୁଭ ଗ୍ରହ ମାନଙ୍କ ପାଇଁ ପ୍ରତିକାର….…
ନୂଆବର୍ଷ ଏହି ନୂଆ ବର୍ଷରେ ନୂଆ ନୂଆ ଯୋଜନା ନୂଆ ନୂଆ ସ୍ଵପ୍ନକୁ ନେଇ ଅନେକ ପ୍ରକାର ପ୍ରଶ୍ନ ମନରେ ସୃଷ୍ଟି ହୁଏ । ଯେପରିକି ବର୍ଷସାରା କିପରି ରହିବ,
ଏବର୍ଷ ଶିକ୍ଷା କ୍ଷେତ୍ରରେ କିପରି ହେବ,
ବର୍ଷସାରା ସ୍ୱାସ୍ଥ୍ୟ ସମସ୍ଯା କିପରି ରହିବ,
ପାରିବାରିକ ଓ ବୈବାହିକ ଜୀବନ କିପରି ରହିବ,
ଏହିପରି ଅନେକ ପ୍ରଶ୍ନ ମନରେ ଆସିଥାଏ ।
ସମୟ ସବୁବେଳେ ସମାନ ନଥାଏ, କିନ୍ତୁ ସମୟ ପୂର୍ବରୁ ଘଟଣା ଗୁଡିକ ବିଷୟରେ ଜାଣି ପ୍ରତ୍ୟେକ ସମସ୍ୟାକୁ ସାମ୍ନା କରିବାକୁ ସାହସ ଓ ଧର୍ଯ୍ୟ ଏକଜୁଟ କରି ଲଢିବାର କ୍ଷମତା ରହିବା ନିହାତି ଆବଶ୍ୟକ । ତେବେ ଆସନ୍ତୁ ପ୍ରଥମେ ଜାଣିବା ମକର ରାଶିରେ ୨୦୨୩ମସିହାରେ ଗୋଚର ଫଳ ନୁସାରେ ଜୀବନର ଶୁଭ ଅଶୁଭ ଫଳାଫଳ କଣରହିଛି…….
୨୦୨୩ବର୍ଷ ଆରମ୍ଭରୁ
ଧନୁରାଶିରେ ରବିବୁଧ, ମେଷରାଶିରେ ଚନ୍ଦ୍ରରାହୁ, ବୃଷରେ ମଙ୍ଗଳ, ମକରରେ ଶୁକ୍ରଶନି। ମୀନରାଶିରେ ବୃହସ୍ପତି, ତୁଳାରାଶିରେ କେତୁ ଥିବା ସମୟରେ ୨୦୨୩ବର୍ଷ ଆରମ୍ଭ ହେଉଛି।
ବୃହସ୍ପତି ୨୦୨୩ମସିହା ଏପ୍ରିଲମାସ ୨୧ତାରିଖରେ ମେଷରାଶିକୁ ଗମନ କରି ପ୍ରାୟତ ବର୍ଷଶେଷ ପର୍ଯ୍ୟନ୍ତ ରହିବେ। ୨୦୨୩ ମସିହା ଜାନୁୟାରୀ ୧୭ତାରିଖରେ ଶନି କୁମ୍ଭରାଶିକୁ ଗୋଚର ହୋଇ ବର୍ଷଶେଷ ପର୍ଯ୍ୟନ୍ତ ରହିବେ ।
ମକର ରାଶିରେ ଜନ୍ମିତ ବ୍ଯକ୍ତିମାନଙ୍କ ପାଇଁ ୨୦୨୩ ମସିହାରେ ଶୁଭ ଫଳ ପ୍ରାପ୍ତି ହେବ । ଏବର୍ଷ ଗ୍ରହରାଜ ଶନିଦେବ ବଳବାନ ଭାବରେ ଦ୍ବିତୀୟ ସ୍ଥାନରେ ରହୁଥିବାରୁ ମକରରାଶିର ଧନକ୍ଷେତ୍ରରେ ଅନେକ ପରିବର୍ତ୍ତନ ହେବାର ଯୋଗ ରହିଛି….
ଏବର୍ଷ ମକର ରାଶିର ବ୍ୟକ୍ତିଙ୍କର ଧନଧାନ୍ୟ, ମାନସମ୍ମାନ ପ୍ରତିଷ୍ଠା ସହ ନୂତନ ସମ୍ପର୍କ ବୃଦ୍ଧି ପାଇବ। ଏବର୍ଷ ମକର ରାଶିର ଆର୍ଥିକ ସମସ୍ୟା ନିଶ୍ଚିତ ରୂପେ ସମାଧାନ ହେବା ସହ ବିଦେଶ ଯାତ୍ରା କରିବାର ଯୋଗ ରହିଛି। ମକରରାଶି ବ୍ଯକ୍ତିଙ୍କର ଏବର୍ଷ ଜାଗା, ଜମି, ଗୃହ ଯାନ ବାହନଆଦି କ୍ରୟ କରିବାର ସୁଯୋଗ ପାଇବେ ସହ ନୂତନ ବନ୍ଧୁ ସମ୍ପର୍କ ବୃଦ୍ଧିପାଇବ….
ଏବର୍ଷ ମକର ରାଶିର ଜନ୍ମିତ ବ୍ଯକ୍ତିମାନଙ୍କର ପିତାମାତାଙ୍କର କିମ୍ବା ଗୁରୁଜନଙ୍କ ଶରିର ଅସୁସ୍ଥ ହେବାର ଯୋଗ ରହିଛି,ସେଥିପ୍ରତି ସତର୍କ ରହିବେ।
୨୦୨୩ମସିହା ମାର୍ଚ୍ଚମାସ ୨୧ ତାରିଖପରେ ମକରରାଶିର ଭାଗ୍ୟରେ କିଛି ମାତ୍ରାରେ ପରିବର୍ତ୍ତନ ହେବାର ଯୋଗ ରହିଛି। କିନ୍ତୁ ସମୟକୁ ସତ୍ ମାର୍ଗରେ ନେବାପାଇଁ ଆପ୍ରାଣପଣ ଚେଷ୍ଟା କରିବା ସହ ନିଜର ଦକ୍ଷତା ପ୍ରତିଷ୍ଠା ମାନସମ୍ମାନ ବୃଦ୍ଧି ହେବ । ଅନେକ ସମୟରେ ଆପଣ ଯୁକ୍ତି ଉପସ୍ଥାପନ କରିବାରେ ମାହିର ଦେଖାନ୍ତି, ସେଥିପ୍ରତି ସଜାଗ ରହିବେ…..
୨୦୨୩ବର୍ଷ ଫ୍ରେବୃୟାରୀ ମାସ ପରେ ପରିବାରରେ ଶୁଭକାର୍ଯ୍ୟ ଅନୁଷ୍ଟିତ ହେବ।
ଏବର୍ଷ ଅର୍ଥ କାରବାର ଟଙ୍କା ନେଇଥିବା ଲୋକ କିମ୍ବା ଟଙ୍କା ଦେଉନଥିବା ଲୋକ ଏବଂ ସାହାଯ୍ୟ ନେଇ ଠକୁଥିବା ଲୋକଙ୍କଠାରୁ ସମସ୍ତ ଅର୍ଥପ୍ରାପ୍ତି ଆଦାୟ ହେଇଯିବାର ଯୋଗ ରହିଛି। ତଥାପି ଆର୍ଥିକ କାରବାରରେ ସତର୍କତାର ଅବଲମ୍ବନ କରିବେ….
ଏବର୍ଷ ଆର୍ଥିକ ଅବସ୍ଥା ଅତ୍ୟନ୍ତ ଭଲ ରହିବା ଫଳରେ ଆପଣ କିଛି ବଡ ଯୋଜନାରେ ଟଙ୍କା ବିନିଯୋଗ କରିପାରିବେ….
ଏବର୍ଷ ଆପଣଙ୍କର ମୂଖ୍ଯତ ଦ୍ବୀତୀୟ ସ୍ଥାନରେ ଶନଦେବ ରହୁଥିବା କାରଣରୁ ନୂତନ ସମ୍ପତ୍ତି ନୂତନ ଜାନ ବାହନ କିଣିବାର ଯୋଗ ରହିଛି।
ମକରରାଶିକୁ ହଠାତ୍ ମୋଟାଅଙ୍କର ଟଙ୍କାଲାଭ ହେବାର ଯୋଗ ରହିଛି ଏବଂ ବେଳେ ବେଳେ ବଡଧରଣର ଆୟ ପାଇଁ ବିକଳ୍ପ ପନ୍ଥା ସୃଷ୍ଟି କରିବେ….। ତଥାପି ଏମାନଙ୍କର ମନରେ ଫ୍ରିଭାବ ବେଳେ ବେଳେ ଆସିନଥାଏ।
ଏବର୍ଷ ମକର ରାଶିରେ ଅଚାନକ ଆୟ ବୃଦ୍ଧି ହେତୁ ପୁରୁଣା ଋଣ ପରିଶୋଧ କରିବାର ସୁଯୋଗ ପାଇ ପାରିବେ ।
ଏବର୍ଷ ମକର ରାଶିରେ ବୈବାହିକ ଜୀବନ ସୁଖମୟ ହେବାର ଅନୁଭବ କରିବେ। ଚାପି ଏମାନଙ୍କର ସନ୍ତାନ ଚିନ୍ତିତ ରହିବେ।
ତୁଳାରାଶିରେ କେତୁ ରହୁଥିବା କାରଣରୁ
ଏବର୍ଷ ମକର ରାଶିରେ ଜନ୍ମିତ ବ୍ୟକ୍ତିଙ୍କର ଧନଧାନ୍ୟ, ମାନସମ୍ମାନ ପ୍ରତିଷ୍ଠା ସହ ନୂତନ ସମ୍ପର୍କ ବୃଦ୍ଧି ପାଇବ। ଏବର୍ଷ ମକରରାଶିର ଆର୍ଥିକ ସମସ୍ୟା ନିଶ୍ଚିତ ରୂପେ ସମାଧାନ ହେବା ସହ ବିଦେଶ ଯାତ୍ରା କରିବାର ଯୋଗ ରହିଛି। ମକରରାଶି ବ୍ଯକ୍ତିଙ୍କର ଏବର୍ଷ ଜାଗା, ଜମି, ଗୃହ ଯାନ ବାହନଆଦି କ୍ରୟ କରିବାର ସୁଯୋଗ ପାଇବା ସହ ନୂତନ ବନ୍ଧୁ ସମ୍ପର୍କ ବୃଦ୍ଧିପାଇବ….
୨୦୨୩ ମସିହା ଏପ୍ରିଲମାସ ୨୧ ତାରିଖପରେ ମକରରାଶିର ଭାଗ୍ୟର କିଛି ମାତ୍ରାରେ ପରିବର୍ତ୍ତନ ହେବାର ଯୋଗ ରହିଛି। କିନ୍ତୁ ସମୟକୁ ସତ୍ ମାର୍ଗରେ ନେବାପାଇଁ ଆପ୍ରାଣପଣ ଚେଷ୍ଟା କରିବା ସହ ନିଜର ଦକ୍ଷତା ପ୍ରତିଷ୍ଠା ମାନସମ୍ମାନ ବୃଦ୍ଧି ହେବ ।
୨୦୨୩ବର୍ଷ ଅପ୍ରେଲ ମାସ ପରେ ପରିବାରରେ ଶୁଭକାର୍ଯ୍ୟ ଅନୁଷ୍ଟିତ ହେବ।
ଏବର୍ଷ ଅର୍ଥ କାରବାର ଟଙ୍କା ନେଇଥିବା ଲୋକ କିମ୍ବା ଟଙ୍କା ଦେଉନଥିବା ଲୋକ ଏବଂ ସାହାଯ୍ୟ ନେଇ ଠକୁଥିବା ଲୋକଙ୍କଠାରୁ ସମସ୍ତ ଅର୍ଥପ୍ରାପ୍ତି ହେଇଯିବାର ଯୋଗ ରହିଛି। ଏବର୍ଷ ଆର୍ଥିକ ଅବସ୍ଥା ଅତ୍ୟନ୍ତ ଭଲ ରହିବା ଫଳରେ ଆପଣ କିଛି ବଡ ଯୋଜନାରେ ଟଙ୍କା ବିନିଯୋଗ କରିପାରିବେ….
ଏବର୍ଷ ଆପଣଙ୍କର ମୂଖ୍ଯତ ଦିତୀୟ ସ୍ଥାନରେ ଶନିଦେବ ରହୁଥିବା କାରଣରୁ ନୂତନ ସମ୍ପତ୍ତି କିଣିପାରିବା ଯୋଗ ରହିଛି।
ମକରରାଶିକୁ ହଠାତ୍ ମୋଟାଅଙ୍କର ଟଙ୍କାଲାଭ ହେବାର ଯୋଗ ରହିଛି ଏବଂ ବେଳେ ବେଳେ ବଡଧରଣର ଆୟ ପାଇଁ ବିକଳ୍ପ ପନ୍ଥା ସୃଷ୍ଟି କରିବେ….।
ଏବର୍ଷ ମକର ରାଶିରେ ଅଚାନକ ଆୟ ବୃଦ୍ଧି ହେତୁ ପୁରୁଣା ଋଣ ପରିଶୋଧ କରିବାର ସୁଯୋଗ ପାଇ ପାରିବେ ।
ଏବର୍ଷ ମକର ରାଶିରେ ବୈବାହିକ ଜୀବନ ସୁଖମୟ ହେବାର ଅନୁଭବ କରିବେ।
ଏବର୍ଷ ଆପଣଙ୍କର ମାମୁଘର ସହିତ ଉତ୍ତମ ସମ୍ପର୍କ ବୃଦ୍ଧିପାଇବ। ଲୋକମାନେ ଆପଣଙ୍କୁ ଅତି ବୁଦ୍ଧିମାନ ବା ଚତୁର ବ୍ୟକ୍ତିଭାବରେ ସମ୍ମାନ ଦେବେ। ଏବର୍ଷ ଆପଣଙ୍କୁ ଆପଣଙ୍କ ଜୀବନସାଥୀ ବହୁତ ସାହାଯ୍ୟ କରିବେ।
ଏବର୍ଷ ବର୍ଷା ଋତୁରେ ଆପଣଙ୍କର ଯେକୌଣସି ସ୍ଥାନକୁ ବୁଲିବାକୁ ଯିବାର ଯୋଗ ରହିଅଛି।
ଯେକୈଣସି ବ୍ୟକ୍ତିଙ୍କ ଠାରୁ ସୁଖ ଖବର ପାଇବେ ଆନନ୍ଦିତହେବେ। ୨୦୨୩ରେ ଅବିବାହିତ ଯୁବକ ଯୁବତୀ ମାନେ ବିବାହ କରିବାର ସୁଯୋଗ ପାଇ ପାରିବେ ।
ଯଦି କୌଣସି ବ୍ୟକ୍ତିଙ୍କ ସହ ବାଦ ବିବାଦ ଲାଗିରହିଥାଏ ତାହାମଧ୍ୟ ସମାଧାନ ହେଇଯିବାର ସୁଯୋଗମିଳିବ।
ଗୃହରେ ଯେକୌଣସି ଧର୍ମ କାର୍ଯ୍ୟ ଅନୁଷ୍ଠିତ ହେବା ସହ ପୈତୃକ ସମ୍ପତ୍ତିକି ନେଇ ଲାଗିଥିବା ବାଦ ବିବାଦର ସମାଧାନ ହୋଇଯିବାର ସୁଯୋଗ ମିଳିବ…..
ଅବିବାହିତ ପୁଅ ଝିଅ ମାନଙ୍କ ପ୍ରେମ ବିବାହ ସମ୍ବନ୍ଧରେ ସମସ୍ତ ସମସ୍ୟା ଆସି ଯାଇପାରେ ତଥାପି ଗୃହରେ ମାଙ୍ଗଳିକ କାର୍ଯ୍ୟ ହବାର ସମ୍ଭାବନା ରହିଛି। ମକର ରାଶିର ବ୍ୟକ୍ତିଙ୍କର ଚିତ୍ରକଳା, ଷ୍ଟେସ୍ନାରୀ, ଚଳଚିତ୍ରରେ ଏଅଂ ଫଟୋଗ୍ରାଫି କ୍ଷେତ୍ରରେ ବ୍ଯବସାୟୀଙ୍କ ପାଇଁ ଶୁଭଫଳ ଆଣିବାର ଯୋଗ ରହିବ…
ବିଶେଷ କରି ମିଠାଦ୍ରବ୍ୟ ଓ ସୁନାଚାନ୍ଦି, ଚାଉଳ, ଗହମ, ବସ୍ତ୍ର, ବ୍ୟବସାୟୀମାନେଏହି ରାସ
ରାଶିର ବ୍ୟକ୍ତିମାନେ ବିଶେଷ ଲାଭବାନ ହେବେ ।
ଏବର୍ଷ ମକର ରାଶିର ବିଦ୍ୟାର୍ଥୀଙ୍କ ପାଇଁ ଶିକ୍ଷାକ୍ଷେତ୍ରରେ ଉତ୍ତମ ସ୍ଥାନରେ ପଢ଼ିବାର ସୁଯୋଗ ପାଇପାରିବେ । ଉଚ୍ଚଶିକ୍ଷା ଅନ୍ନ ବ୍ଯକ୍ତିଙ୍କ ପାଇଁ ବିଦେଶଯାତ୍ରା କରି ପାରିବେ। ବିଦ୍ୟାର୍ଥୀମାନେ ଆପ୍ରାଣ ଚେଷ୍ଟା କରି ଖେଳକୁଦ ଓ ପ୍ରତିଦ୍ୱନ୍ଦିତାରେ ସଫଳ ହେବା ସହ ଆଶା କରୁଥିବା କାର୍ଯ୍ଯରେ ସଫଳ ପାଇବାର ଯୋଗ ରହିଛି।
ଏବର୍ଷ କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷାରେ କୃତକାର୍ଯ୍ୟ ହେବେ।
ପ୍ରତିକାର:-
୧- ପ୍ରତ୍ୟେକ ଦିନ ଗୋମୂତ୍ର ସହିତ କିଛି ଲୁଣ ପକେଇ ଘରକୁ ପୋଛନ୍ତୁ।
୨- ପ୍ରତ୍ୟେକ ଦିନ ମାଆବାପା, ଗୁରୁଙ୍କୁ ପ୍ରଣାମ କରି କିଛି ମିଷ୍ଟାନ୍ନ ଖାଦ୍ଯ ଖାଇବାକୁ ଦିଅନ୍ତୁ।
୩- ଗୋମାତାକୁ କିଛି ବୁଟ ଚଣା କିମ୍ବା ଦୁବଘାସ ଖାଇବାକୁ ଦିଅନ୍ତୁ। ୪- ନିଜର ବାର୍ଥରୁମର ଅଗ୍ନି କୋଣରେ ଫିଟିକିରି ସଦାସର୍ବଦା ରଖନ୍ତୁ।
୫- ଘରର ମୂଖ୍ଯ ଦ୍ବାରରେ ଦୁଇଟି ମୟୁର ପଖି ସର୍ବଦା ରଖନ୍ତୁ।
୬- ପ୍ରତ୍ୟେକ ଦିନ ଶ୍ଵେତଚନ୍ଦନରେ କର୍ପୁରମିଶେଇ ନିଜର ମସ୍ତକରେ ଧାରଣ କରନ୍ତୁ।
୭- ପ୍ରତ୍ୟେକ ଶନିବାର ଦିିନ ରାଶିତେଲରେ ଦୀପଟିଏ ପ୍ରଭୁ ହନୁମାନ ମନ୍ଦିର କିମ୍ବା ଶନିଦେବଙ୍କ
ପଶ୍ଚିମ ମୂଖ କରି ଲଗାନ୍ତୁ।
୮- କୂଆ କିମ୍ବା କଳା ଅଣ୍ଡିରା କୁକୁରକୁ ଖାଦ୍ଯ ସହିତ ପାଣି ଦିଅନ୍ତୁ।
Mahaveer Astrology
Pandit Nirakar Biswal
Plot No - MA 57,
GGP Colony,
Rasulgarh,
Bhubaneswar 25,
Odisha,
Mob no 7978654981
9438804434
No comments:
Post a Comment